This browser does not support the video element.
ଚମ୍ପୁଆ: ଭଦ୍ରାସାହି ଛକ ନିକଟରେ ଅତ୍ୟାଧୁନିକ ଟ୍ରମା କେଏର ସେଣ୍ଟର ପ୍ରତିଷ୍ଠା ପାଇଁ ସ୍ଥାନ ନିରୂପଣ
Champua, Kendujhar | Sep 1, 2025
ଯୋଡା ବଡବିଲ ଅଞ୍ଚଳ ଖଣି ଅଞ୍ଚଳରେ ଦୁର୍ଘଟଣାରେ ଶିକାର ହେଉଥିବା ବ୍ୟକ୍ତିଙ୍କ ବ୍ୟାଧି ଉପଶମ ପାଇଁ ସ୍ଥାନୀୟ ଭଦ୍ରାସାହି ଛକ ନିକଟରେ ୨.୫ ଏକର ଜମି ଚିହ୍ନଟ କରିଛି ବଡବିଲ ତହସିଲ ପ୍ରଶାସନ। ତହସିଲଦାର ଶ୍ରୀ ରାକେଶ କୁମାର ପଣ୍ଡା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୌଭାଗ୍ୟ ରଶ୍ମି ରଂଜନ ସାମଲ, ସ୍ଥାନୀୟ ଆର.ଆଇ, ଅମିନ, ସ୍ଥାନୀୟ ଜନପ୍ରତିନିଧିଙ୍କ ଉପସ୍ଥିତିରେ ଏହି ସ୍ଥାନ ନିରୂପଣ ହୋଇଥିଲା।