Download Now Banner

This browser does not support the video element.

ଦେବଗଡ: ଛେପିଲିପାଲି ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାରେ ସୁବର୍ଣ୍ଣପାଲି ଗ୍ରାମର ଯୁବକ ଆହତ

Debagarh, Debagarh (Deogarh) | Sep 11, 2025
ଦେବଗଡ ଜିଲ୍ଲା ଛେପିଲିପାଲି ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଆହତ ହୋଇଛନ୍ତି । ଆହତ ଯୁବକ ସୁବର୍ଣ୍ଣପାଲି ଗ୍ରାମର କାର୍ତିକ ଭୋଇ ବୋଲି ଜଣାପଡିଛି । କାର୍ତିକ ବାଇକରେ ଏକୁଟିଆ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ । ବାଇକ ସହିତ ରାସ୍ତାରେ ଛିଟିକି ପଡିବାରୁ ତାଙ୍କ ମୁହଁ ସମେତ ଶରୀର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ଆଜି ସନ୍ଧ୍ୟାରେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ରାତି ୮ ଟା ପର୍ଯ୍ୟନ୍ତ ଚିକିତ୍ସା ଜାରି ରହିଛି ।
Read More News
T & CPrivacy PolicyContact Us