Install App
harishbhoi
This browser does not support the video element.
ଅମ୍ବାଭୋନା: ଭୁକ୍ତା ଗ୍ରା:ପ: ଓ ତ୍ରିଲୋଚନ ନେତ୍ରାଲୟ ସମ୍ବଲପୁର ମିଳିତ ରେ ଭୁକ୍ତା ଗ୍ରା:ପ: ପ୍ରାଙ୍ଗଣରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ
Ambabhona, Bargarh (Baragarh) | Sep 11, 2025
ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ଗ୍ରାମପଞ୍ଚାୟତ ଓ ତ୍ରିଲୋଚନ ନେତ୍ରାଲୟ ସମ୍ବଲପୁର ମିଳିତ ଆନୁକୁଲ୍ୟରେ 8 AM ରୁ 2:30 PM ପର୍ଯ୍ୟନ୍ତ ଭୁକ୍ତା ଗ୍ରା:ପ: ପରିସରରେ ଏକ ମାଗଣା ଚକ୍ଷୁ ଶିବିର ଆଜି ଅନୁଷ୍ଠିତ ହୋଇଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!