Install App
kalpana7958
This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ଓଡ୍ରାଫ୍ ଟ୍ରେନିଂ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା ରେ ପୋଲିସ କର୍ମଚାରୀ ମୃତ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଘୋଷଣା କଲେ ଡାକ୍ତର
Baleshwar M, Balasore | Sep 11, 2025
ଓଡ୍ରାଫ୍ ଟ୍ରେନିଂ ଡ୍ୟୁଟି ସାରି ବାଲେଶ୍ବର ରୁ ସୋରକୁ ଫେରୁଥିବା ବେଳେ ପୋଲିସ କର୍ମଚାରୀଙ୍କ ବାହାନଗା ନିକଟରେ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସୋର ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିଲେ କୈଳାସ ବେହେରା ତାଙ୍କ ଘର ବାଗୁଡି ଅଞ୍ଚଳର ସେ ଆଜି ଓଡ୍ରାଫ୍ ଟିମ୍ ଟ୍ରେନି ପାଇଁ ବାଲେଶ୍ଵର ଆସିଥିଲେ ଘରକୁ ଫେରିଲା ବେଳେ ଘଟିଛି ଏହି ଦୁର୍ଘଟଣା। ବାଲେଶ୍ଵର ମୁଖ୍ୟ ହସ୍ପିଟାଲ ରେ ଗୁରୁବାର ସଂଧ୍ୟା ୬:୩୦ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!