Download Now Banner

This browser does not support the video element.

ପାଟଣା: ବିଜେପି ର ନୂଆ କାର୍ଯ୍ୟକର୍ତ୍ତା ନିଯୁକ୍ତି ନେଇ ସୂଚନା

Patana, Kendujhar | Jan 7, 2025
ଆଜି ରାତି ୮ ଟା ରେ ମିଳିଥିବା ସୁଚନା ଅନୁସାରେ ପାଟଣା ନିର୍ବାଚନ ମଣ୍ଡଳୀ ର ସଂଗଠକ ନରହରି ମହାନ୍ତ,ଉଦୟପୁର ଏବଂ ସାହାରପଡ଼ା ମଣ୍ଡଳ ସଭାପତି ଭାବେ ବୁଲୁ ବାରିକ, ଉଖୁଣ୍ଡା ମଣ୍ଡଳ ସଭାପତି ଭାବେ ଲକ୍ଷ୍ମୀଧର ମହାନ୍ତ ଙ୍କୁ ନିଯୁକ୍ତ କରାଯାଇଛି।
Read More News
T & CPrivacy PolicyContact Us