Download Now Banner

This browser does not support the video element.

ବୀରମହାରାଜପୁର: ପାପୀ ଯାମପାଲି କେନାଲରୁ ଦୀପକ ବରିହାଙ୍କ ମୃତଦେହ ଉଦ୍ଧାର ଘଟଣା, ମୃତ୍ୟୁର ରହସ୍ୟ ସାମ୍ନାକୁ ଆଣିବା ପାଇଁ ଥାନାର ଦ୍ବାରସ୍ଥ ହେଲେ ପରିବାର

Biramaharajpur, Subarnapur (Sonepur) | Sep 3, 2025
ବିନିକା ଥାନା ଅନ୍ତର୍ଗତ ପାପୀ ଯାମପାଲି କେନାଲରୁ ଦୀପକ ବରିହାଙ୍କ ମୃତ ଦେହ ଉଦ୍ଧାର ଘଟଣା, ଦୀପକଙ୍କ ମୃତ୍ୟୁର ରହସ୍ୟ ସାମ୍ନାକୁ ଆଣିବା ପାଇଁ ଆଜି ଦିନ ପ୍ରାୟ 1ଟା 30ମିନିଟ ସମୟରେ ଥାନାର ଦ୍ୱାରସ୍ଥ ହେଲେ ପରିବାର ଓ ଗ୍ରାମବାସୀ l ପ୍ରକାଶ ଯେ ଗତ 27ତାରିଖ ଦିନ ଦୀପକଙ୍କୁ ମୃତ ଦେହ ପାପୀ ଯାମପାଲି କେନାଲରୁ ପୋଲିସ ଉଦ୍ଧାର କରିଥିଲା l ପରେ ପୁଲିସ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲା l ତେବେ ଏହି ଘାଟଣାକୁ 9ଦିନ ବିତି ଯାଇଥିଲେ ମଧ୍ୟ୍ୟ ଦୀପକଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ l ଅନ୍ୟ ପଟେ ଦୀପକ ଘରୁ ଆଣିଥିବା ବାଇକ ମଧ୍ୟ୍ୟ ପୁଲିସ ଉଦ୍ଧାର କରିପାରିନାହ
Read More News
T & CPrivacy PolicyContact Us