Download Now Banner

This browser does not support the video element.

ପାରଳାଖେମୁଣ୍ଡି: ପରିଡ଼ା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ତାମିଲନାଡୁରେ ମୃତ୍ୟୁ।

Paralakhemundi, Gajapati | Sep 1, 2025
ପରିଡ଼ା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ତାମିଲନାଡୁରେ ମୃତ୍ୟୁ। ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ଅନ୍ତର୍ଗତ ପରିଡ଼ା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ତାମିଲନାଡୁରେ ମୃତ୍ୟୁ ହୋଇ ଥିବା ସୂଚନା ମିଳିଛି। ମୃତକ ଜଣଙ୍କ ହେଲେ ଗୁମ୍ମା ବ୍ଳକ୍ ପରିଡ଼ା ଗ୍ରାମ ପଞ୍ଚାୟତ ପରିଡ଼ା ଗ୍ରାମର ୩୦ ବର୍ଷୀୟ ବାଳକ୍ରିଷ୍ଣା ଗାଣ୍ଡା ବୋଲି ଜାଣିବାକୁ ମିଳିଛି। ସୂଚନା ଅନୁସାରେ ବାଳକ୍ରିଷ୍ଣା ପିଲାଟି ଦିନରୁ ବାପା ଓ ମାଆ ଙ୍କୁ ହରାଇ ଅନାଥ ହୋଇ ଯାଇଥିଲେ। ବନ୍ଧୁବାନ୍ଧବଙ୍କ ସହଯୋଗରେ ସେ ବଢି ଥିଲେ। ହେଲେ ସୂଚନା ପ୍ରକାରେ ଗତ ବର୍ଷ ତାମିଲନାଡୁ ମଜୁରୀ ପାଇଁ ଯାଇଥିବା ବେଳେ କୋଠା ଘର ନିର୍ମାଣ କାର୍ଯ୍ୟ କର
Read More News
T & CPrivacy PolicyContact Us