This browser does not support the video element.
ଝାରସୁଗୁଡା: ଝାରସୁଗୁଡା ଗସ୍ତ ରେ ଆସିଛନ୍ତି ରାଜ୍ୟ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
Jharsuguda, Jharsuguda | Sep 5, 2025
ଝାରସୁଗୁଡା ଗସ୍ତ ରେ ଆସିଛନ୍ତି ରାଜ୍ୟ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ l ଆଜି ଶୁକ୍ରବାର ସକାଳ ପ୍ରାୟ ୦୬. ୩୦ ରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଝାରସୁଗୁଡା ରେଳ ଷ୍ଟେସନ ପହଂଚିଥିବାବେଳେ ଜିଲ୍ଲା ର ବରିଷ୍ଟ ବିଜେପି କର୍ମୀବୃନ୍ଦ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ଲଗାଣ ବର୍ଷା ରେ ଝାରସୁଗୁଡା ଜିଲ୍ଲା ର କ୍ଷତିଗ୍ରସ୍ତ ଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେଇଥିବାରୁ ରାଜସ୍ୱ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି l ଏହି ଅବସରରେ ଝାରସୁଗୁଡା ତହସିଲଦାର ସଦାକର କୁମ୍ଭାର ମଧ୍ୟ ଉପସ୍ଥିତ ଥିଲେ l