Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ନନ୍ଦାହାଣ୍ଡି ବ୍ଲକର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି କୁନି କୁନି ପିଲାଙ୍କ ଶିକ୍ଷାଦାନ ବିଷୟରେ ବୁଝିଲେ ନନ୍ଦାହାଣ୍ଡି ବିଡ଼ିଓ

Nabarangapur PS, Nabarangpur | Aug 23, 2025
ନନ୍ଦାହାଣ୍ଡି ବ୍ଲକର ବିଭିନ୍ନ ଅଙ୍ଗନବାଡି ସେଣ୍ଟର ପରିଦର୍ଶନ କରି କୁନି କୁନି ପିଲାଙ୍କ ଶିକ୍ଷାଦାନ ବିଷୟରେ ବୁଝିଲେ ନନ୍ଦାହାଣ୍ଡି ବିଡ଼ିଓ ନନ୍ଦାହାଣ୍ଡି ଗୋଷ୍ଠୀ ବିଡ଼ିଓ ଶ୍ରୀ କ୍ଷୀରୋଦ ଚନ୍ଦ୍ର ସାହୁ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି କୁନିକୁନି ଛାତ୍ରଛାତ୍ରୀଙ୍କ ସହ ବାର୍ତାଳାପ କରିଥିଲେ ।ଶିକ୍ଷାର୍ଥୀଙ୍କୁ ଦିଆଯାଉଥିବା ଶିକ୍ଷାଦାନ ପ୍ରଣାଳୀ, ଶୈକ୍ଷିକ କାର୍ଯ୍ୟକଳାପ, ଶିକ୍ଷାର୍ଥୀଙ୍କ ଖାଦ୍ୟ ବ୍ୟବସ୍ଥା ଏବଂ ଅନେକ ବିଷୟ ବସ୍ତୁ ଉପରେ ଅଙ୍ଗନବାଡି କର୍ମଚାରୀଙ୍କ ସହ ସବିଶେଷ ଆଲୋଚନା କରିଥିଲେ ।
Read More News
T & CPrivacy PolicyContact Us