Download Now Banner

This browser does not support the video element.

ଜଳେଶ୍ବର: ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଗୋରୁ ବୋଝେଇ କଣ୍ଟେନର ଜବତ, ଶହେରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର ଓ ପୋଲିସର ତଦନ୍ତ ଜାରି

Jaleswar, Balasore | Aug 22, 2025
ଆଜି ପୁଣି ଜଳେଶ୍ୱର ରେ ଗୋ ମାଫିଆ ସକ୍ରିୟ, ଦିନ ଦ୍ବିପହର ସମୟରେ ଓଡିଶା ରୁ ପଶ୍ଚିମବଙ୍ଗ କୁ କଣ୍ଟେନରରେ ଗୋରୁ ଚୋରା ଚାଲାଣ ବେଳେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଲକ୍ଷ୍ଣଣନାଥ ଟୋଲଗେଟ ନିକଟରେ ପୋଲିସ ର ଚଢଉ , ଶହେ ରୁ ଉର୍ଧ୍ବ ଗୋରୁ ଜବଦ, ଗୋରୁ ଗୁଡିକ ଅମାନୁଷିକ ଭାବରେ ଲଦା ଲଦି କରି କଣ୍ଟେନର ରେ ଭର୍ତ୍ତି କରି ପଶ୍ଚିମବଙ୍ଗ କୁ ଚୋରା ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଲକ୍ଷ୍ଣଣନାଥ ଟୋଲଗେଟ ନିକଟରେ ପୋଲିସ ଚଢଉ କରି ଶହେ ରୁ ଉର୍ଧ୍ବ ଗୋରୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ
Read More News
T & CPrivacy PolicyContact Us