Install App
khabarjordar
This browser does not support the video element.
ଝାରସୁଗୁଡା: ବାଲିଯୁରି ଫାଟକ ନିକଟରେ ଖରାପ ରାସ୍ତା ଓ ଦୁଇଟା ଫାଟକ ଯୋଗୁଁ ସ୍ଥାନୀୟ ବାସିନ୍ଦା ଅସୁବିଧାର ସମ୍ମୁଖିନ ନେଇ ଅଭିଯୋଗ କଲେ ସ୍ଥାନୀୟ ବାସିନ୍ଦା
Jharsuguda, Jharsuguda | Jul 17, 2024
ବାଲିଯୁରି ଫାଟକ ନିକଟରେ ଖରାପ ରାସ୍ତା ଓ ଦୁଇଟା ଫାଟକ ଯୋଗୁଁ ସ୍ଥାନୀୟ ବାସିନ୍ଦା ଅସୁବିଧାର ସମ୍ମୁଖିନ ହେଉଥିବା ନେଇ ଆଜି ମଧ୍ୟାହ୍ନରେ ଅଭିଯୋଗ ଆଣିଲେ ସ୍ଥାନୀୟ ମହିଳା। ଅଭିଯୋଗ ଅନୁସାରେ ଝାରସୁଗୁଡା ବାଲିଜୁରୀ ଫାଟକ ରାସ୍ତା ଶୋଚନୀୟ ଅଵସ୍ଥା ଥିବାରୁ ଦୁର୍ଘଟଣା ସଂଖ୍ୟା ମଧ୍ୟ ବଢୁଛି। ଏହାକୁ ନେଇ ଆଜି ବାଲିଜୁରୀର ସ୍ଥାନୀୟ ମହିଳା ଜଣକ ଝାରସୁଗୁଡା ଜିଲ୍ଲା ପ୍ରଶାସନ, ବିଧାୟକ ଏବଂ ମନ୍ତ୍ରୀଙ୍କୁ ଏହି ଦିଗରେ ପଦକ୍ଷେପ ନେବା ପାଇଁ ନିବେଦନ କରିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!