Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପୁଣି ଯାତ୍ରାକୁ ଫେରିବେ ଅଭିନେତା ପିୟୁଷ ତ୍ରିପାଠୀ;ଏନେଇ ପାତ୍ରପଡ଼ାରେ ରଖିଲେ ପ୍ରତିକ୍ରିୟା

Bhubaneswar M Corp, Khordha | Sep 1, 2025
ପୁଣି ଚର୍ଚ୍ଚାରେ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ। ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୂଷଙ୍କ ବଡ଼ ଘୋଷଣା, ଗଣମାଧ୍ୟମରେ ସେ କହିଛନ୍ତି- ଖୁବ ଶୀଘ୍ର ସେ ଯାତ୍ରାକୁ ଫେରୁଛନ୍ତି | ଯଦି ମାଲିକ ସଂଘ ବା ମାଲିକମାନେ ଚାହାନ୍ତି ପୀୟୂଷ ଶୀଘ୍ର କାମକୁ ଫେରି ଆସିବ। ଯାତ୍ରା ଜଗତରେ `ମୁଁ' ଶବ୍ଦ ଛାଡିବା ଲାଗି ସେ ଆହ୍ବାନ ଦେଇଛନ୍ତି। ଆସନ୍ତା ଦଶହରାରୁ ପୁଣି ସିଂହବାହିନୀ ମଞ୍ଚକୁ ଓହ୍ଲାଇ ପାରନ୍ତି ବୋଲି କହିଛନ୍ତି ପୀୟୂଷ ତ୍ରିପାଠୀ।
Read More News
T & CPrivacy PolicyContact Us