Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଲୋୟର ପିଏମଜିରେ ବିଭିନ୍ନ ସଂଗଠନ ପକ୍ଷରୁ ଆତ୍ମହତ୍ୟାକୁ ନେଇ ସଚେତନତା ବାର୍ତ୍ତା ପ୍ରଦାନ

Bhubaneswar M Corp, Khordha | Aug 22, 2025
ଲୋୟର ପିଏମଜୀ ରେ ବିଭିନ୍ନ ସଂଗଠନ ପକ୍ଷରୁ ଆତ୍ମହତ୍ୟା ନେଇ ସଚେତନତା ବାର୍ତା | ଆତ୍ମହତ୍ୟା ସମାଧାନ ର ବାଟ ନୁହେଁ | ନିଷ୍ପତି ନେବା ପୂର୍ବରୁ ଥରେ ଭାବନ୍ତୁ, କଥା ହୁଅନ୍ତୁ ଏବଂ ସହଯୋଗ ଲୋଢ଼ନ୍ତୁ | ହାତରେ ଫ୍ଲାକକାର୍ଡ ଧରି ଆଜି 11.32ରେ ଲୋୟର ପୀଏମଜୀ ଠାରେ ବିଭିନ୍ନ ସଂଗଠନ ପକ୍ଷରୁ ସଚେତନତା ବାର୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଆତ୍ମହତ୍ୟା କୁ କେମିତି ରୋକାଯାଇ ପାରିବ ସେନେଇ ବାଟ ରେ ଯାଉଥିବା ଲୋକ ମାନଙ୍କୁ ସଚେତନା କରିଥିଲେ ଏବଂ ଲିପ ଲେଟ ବାଣ୍ଟି ଥିଲେ | ଆଗକୁ ରାଜଧାନୀର ବିଭିନ୍ନ ଛକ ବଜାର, ମଲ ଏବଂ ଶିକ୍ଷାନୁଷ୍ଠାନ ଗୁଡିକରେ ଏହିଭଳି ଭାବରେ ସଚେତନା ତା କରାଯିବ
Read More News
T & CPrivacy PolicyContact Us