Download Now Banner

This browser does not support the video element.

ଧର୍ମଗଡ: କଲମପୁର ଜଗନ୍ନାଥ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେଲା ଗଣେଶ ମୂର୍ତି ଭସାଣି ଉତ୍ସବ

Dharamgarh, Kalahandi | Sep 2, 2025
କଲମପୁର ଜଗନ୍ନାଥ ସାଂସ୍କୃତିକ ଅନୁଷ୍ଟାନ ପକ୍ଷରୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜନ, କରାଯାଇଥିଲା ବିଘ୍ନ ବିନାଶକ ଶ୍ରୀ ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ । ଏକ ସପ୍ତାହ ବ୍ୟାପି ପୂଜା ଅର୍ଚ୍ଚନା କରାଯିବା ପରେ ଆଜି ମଙ୍ଗଳବାର ଅପରାହ୍ନ ସାଢେ ୪ଟା ବେଳେ ଶ୍ରୀ ଗଣେଶଙ୍କ ଭସାଣି ଉତ୍ସବ ଆୟୋଜିତ ହେଇଯାଇଛି ।
Read More News
T & CPrivacy PolicyContact Us