Download Now Banner

This browser does not support the video element.

ଟିଟିଲାଗଡ: ଟିଟିଲାଗଡ଼ ନିକଟସ୍ଥ ପଥରଲା ଗ୍ରାମର ଗଜମନ୍ ସୁନା ସ୍ତ୍ରୀ ହତ୍ୟା ଅଭିଯୋଗର ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ - ଓକିଲ ଟିକେରାମ ସାହୁ ଦେଲେ ସୂଚନା

Titlagarh, Balangir | Aug 25, 2025
ଟିଟିଲାଗଡ଼ ଥାନା ଅନ୍ତର୍ଗତ ପଥର୍ଲା ଗ୍ରାମ ର ଗଜମନ ସୁନା ଗତ ତାରିଖ 5.10.2023 ଦିନ ନିଜ ସ୍ତ୍ରୀ କୁ ପଥର ରେ ମାରି ହତ୍ୟା କରିଥିଲା. ସେହି ଦିନ ଟିଟିଲାଗଡ ପୋଲିସ ମୁଦାଲା କୁ ଗିରଫ କରି କୋୖର୍ଟ ଚାଲାଣ କରି ଥିଲା. ମୁଦାଲା ନା ରେ IPC ଧାରା 302 ରେ ଚାର୍ଜ sheet ତଦନ୍ତ କାରି ଅଫିସର ଦେବାଶିଷ sathpathy ଦେଇଥିଲେ.ଯାହାକି S T. Case No. 21/2024 ରେ ମାନ୍ୟବର ଅତିରିକ୍ତ ଜିଲ୍ଲା judge ସନ୍ଦୀପ ପଟନାୟକ ଙ୍କ ଅଦାଲତ ରେ 14 ଜଣ ସାକ୍ଷ ପ୍ରଦାନ କରିଥିଲେ. ସାଖ୍ୟ ପ୍ରମାଣ କୁ ଭିର୍ତ୍ତି କରି ମାନ୍ୟବର ଆଦାଲତ ମୁଦାଲା ଗଜମନ ସୁନା ଙ୍କୁ ନ
Read More News
T & CPrivacy PolicyContact Us