Download Now Banner

This browser does not support the video element.

କଣ୍ଟାମାଳ: ବହିରା ନିକଟରେ ଭାରସାମ୍ୟ ହରାଇ ରଖା ଯାଇଥିବା ବାଇକ ଓ ଇଟାଗଦାକୁ ଧକ୍କା ଦେଇ ପିକପ୍ ଦୁର୍ଘଟଣା ଗ୍ରସ୍ତ

Kantamal, Boudh (Bauda) | Sep 1, 2025
ସୋମବାର ଦିନ ଜାତୀୟ ରାଜପଥ ନଂ 57 ର ବାଉଁଶୁଣୀ ଥାନା ବହିରା ନିକଟରେ ଭାରସାମ୍ୟ ହରାଇ ଏକ ପିକପ୍ ରାସ୍ତା କଡରେ ଥିବା ଏକ ବାଇକ ଓ ଇଟା ଗଦାକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା | ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ପଟରୁ ଏକ ଡାଲା ପିକପ୍ ମନମୁଣ୍ଡା ଆଡକୁ ଯାଉଥିବା ବେଳେ ବହିରା ଗ୍ରାମର ସଦାଇପୁର ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ମାଡ଼ି ଯାଇଥିଲା l ଫଳରେ ରାସ୍ତା କଡରେ ରଖା ଯାଇଥିବା ଗୋଟିଏ ବାଇକକୁ ଓ ଇଟା ଗଦାକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ପିକପ୍ ଆଗରେ ବସିଥିବା ଦୁଇଜଣ ଆହତ ହୋଇଥିଲେ |
Read More News
T & CPrivacy PolicyContact Us