Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଗାନ୍ଧୀ ନଗର ପୂଜା ମଣ୍ଡପ ସହ ସହର ର ବିଭିନ୍ନ ମଣ୍ଡପରେ ପୂଜା ପାଇଲେ ଶ୍ରୀ ଗଣେଷ

Nabarangapur PS, Nabarangpur | Aug 27, 2025
ଗାନ୍ଧୀ ନଗର ପୂଜା ମଣ୍ଡପ ସହ ସହର ର ବିଭିନ୍ନ ମଣ୍ଡପରେ ପୂଜା ପାଇଲେ ଶ୍ରୀ ଗଣେଷ ସହର ର ପ୍ରତି ସାହି ରେ ଏବଂ ଘରେ ଘରେ ଅଗ୍ରପୁଜ୍ୟ ଶ୍ରୀ ଗଣେଷ ଙ୍କ ପୂଜା ଅତି ଆଡମ୍ବର ସହକାରେ ପାଳନ କରାଯାଇଛି, ସବୁଠାରୁ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିଛି ଗାନ୍ଧୀ ନଗର ମଣ୍ଡପ ର sri ଗଣେଷ ଙ୍କ ପ୍ରତିମୂର୍ତ୍ତି, ଗାନ୍ଧୀ ନଗର ସହ, କେଉଟ ସାହି, ମତ୍ରୀ ବିହାର ଦଳେଇ ସାହି ଦଶହରା ପଦା, ଈଶ୍ୱର ମନ୍ଦିର ସାହି, ଭଗବତୀ ସାହି ମହାବୀର ଯୁବକ ସଙ୍ଘ ମଣ୍ଡପ ଗୁଡିକର ମୂର୍ତ୍ତି ମଧ୍ୟ ବେଶ ଆକର୍ଷଣୀୟ ହେଇଛି, ମୂର୍ତ୍ତି ଗୁଡିକୁ ଦେଖିବା ପାଇଁ ଆଜି ମଣ୍ଡପ ଗୁଡିକରେ ଅସମ୍ଭାଳ ଭିଡ଼ ପରିଲକ୍ଷୀତ ହୋଇଥିଲା
Read More News
T & CPrivacy PolicyContact Us