This browser does not support the video element.
ଭୋଗରାଇ: ଉଦୟପୁର ଗ୍ରାମରେ ପାଣି ନିଷ୍କାସନ ଘଟଣା ରେ ସେହି ଠାରେ ସରପଞ୍ଚଙ୍କ ପ୍ରତିକ୍ରିୟା
Bhograi, Balasore | Oct 4, 2025
ଦୀର୍ଘ ବର୍ଷ ହେଲା ଶୁଣିଲାଣି ପ୍ରଶାସନ । ଶେଷରେ ସରପଂଚଙ୍କ ହସ୍ତକ୍ଷେପ ପରେ ଗାଁରୁ ହେଲା ପାଣି ନିଷ୍କାସନ ଘଟଣା ସରପଞ୍ଚଙ୍କ ପ୍ରତିକ୍ରିୟା । ଦୀର୍ଘ ୧ ମାସ ହେବ ଗାଁଲୋକେ ବର୍ଷା ପାଣି ଘେରରେ ନାହିଁ ନଥବା ସମସ୍ୟା ଭୋଗୁଥିଲେ । ବିଭିନ୍ନ ସ୍ଥାନରେ ନେହୁରେ ହେଉ ଥିଲେ ମଧ୍ୟ ସୁଫଳ ମିଳିଲା ନାହିଁ । ଶେଷରେ ସରଫଚ ଅରୁଣ କୁମାର ଗିରି ଚରମ ନିଷ୍ପତି ନେବାକୁ ବାଧ୍ୟ ହେଲେ । ଜେସିବି ଲଗାଇ ନାଳ କାଟିବା ସହ ସମୁଦ୍ରକୁ ପାଣି ନିଷ୍କାସନର ସୁବ୍ୟବସ୍ଥା କଲେ । ଯାହା ଫଳରେ ଗାଁ ଲୋକଙ୍କ ମୁହଁରେ ହସ ଫୁଟି ଉଠିଛି ।