Install App
harishbhoi
This browser does not support the video element.
ଅମ୍ବାଭୋନା: ଅମ୍ବାଭୋନାରେ ଆଜି ଅମ୍ବାଭୋନା ସାର୍ବଜନୀନ ଦୁର୍ଗାପୁଜାରେ ମାଁ ଙ୍କ ଭଷାଣି ଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ, ଦେଖନ୍ତୂ ସଭାପତି ଙ୍କ ମତାମତ
Ambabhona, Bargarh (Baragarh) | Oct 3, 2025
ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଅମ୍ବାଭୋନା ସାର୍ବଜନୀନ ଦୁର୍ଗାପୁଜା ସମାପ୍ତ ପରେ ଆଜି ଅପରାହ୍ନ 2 PM ରୁ 5:30.PM ପର୍ଯ୍ୟନ୍ତ ମହାଆଡମ୍ବର ରେ ମାଁ ଙ୍କ ଭଷାଣୀ ଯାତ୍ରା ଅନୁଷ୍ଠିତ ହୋଇଛି । ଛତିଶଗଡ ରୂ ଏକ କର୍ମା ଲୋକନୃତ୍ଯ ଦଲ ଲୋକନୃତ୍ଯ ପରିବେଷଣ କରିଥିଲେ । ଦେଖନ୍ତୁ ଏ ସଂପର୍କିତ ଅମ୍ବାଭୋନା ସାର୍ବଜନୀନ ଦୁର୍ଗାପୁଜା କମିଟୀ ସଭାପତି ଶ୍ରୀଯୁକ୍ତ ଗଜେନ୍ଦ୍ର ଦାସ ଙ୍କ ଆଜି 5 PM ରେ ନିଆଯାଇଥିବା ପ୍ରତିକ୍ରିୟା
Share
Read More News
T & C
Privacy Policy
Contact Us
Your browser does not support JavaScript!