Download Now Banner

This browser does not support the video element.

ଝାରସୁଗୁଡା: ଗୁମାଡେରା ଅଂଚଳର ସଚିନ ପାଣ୍ଡେ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ମୋବାଇଲ ରେ ରେକର୍ଡ କରିଥିବା ଭିଡିଓ ଭାଇରାଲ ହୋଇଛି

Jharsuguda, Jharsuguda | Sep 9, 2025
ଝାରସୁଗୁଡା ଜିଲ୍ଲା ଗୁମାଡେରା ଅଂଚଳର ସଚିନ ପାଣ୍ଡେ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ମୋବାଇଲ ରେ ରେକର୍ଡ କରିଥିବା ଭିଡିଓ ଭାଇରାଲ ହୋଇଛି l ଆଜି ମଙ୍ଗଳବାର ସକାଳ ୭ ଟା ରୁ ବିଭିନ୍ନ ମୋବାଇଲ ଓ ସୋସିଆଲ ମିଡ଼ିଆ ରେ ଘୁରିବୁଲୁଛି ଏହି ଭିଡ଼ିଓ l ଭିଡ଼ିଓ ରେ ସଚିନ କହିଛନ୍ତି ‘ଆଜି ମୁଁ ସୁଇସାଇଡ୍ କରୁଛି l ମଣ୍ଟୁ ଭାଇ କହିଦେବ ଜୟଦେବକୁ l ଖାଲି ଜୟଦେବ ପାଇଁ, ଜୟଦେବ ଆସିଲାନି ମୋ ଇଜ୍ଜତ ଗଲା l ଆଉ ଏଠି ବାକି ସମସ୍ତେ ତ ଯାହା କରୁଛନ୍ତି ସେମାନେ ତ କରିବେନି କାମ l ଜୟଦେବ ଆସିଲାନି ବୋଲି ମତେ ଫସାଇଛନ୍ତି । ଜୟଦେବ ଭାଇ ଯାହା କଲ ଧନ୍ୟବାଦ l
Read More News
T & CPrivacy PolicyContact Us