Download Now Banner

This browser does not support the video element.

ଟିଟିଲାଗଡ: ଅହମଦାବାଦରେ ଜୈନ ଗୁରୁ ଦର୍ଶନ କଲେ ଏକା ସଙ୍ଗେ ଶତାଧିକ ଶ୍ରାବକ ଶ୍ରାବିକା

Titlagarh, Balangir | Sep 11, 2025
ଅହମଦାବାଦରେ ଜୈନ ଗୁରୁ ଦର୍ଶନ କଲେ ଏକା ସଙ୍ଗେ ଶତାଧିକ ଶ୍ରାବକ ଶ୍ରାବୀକା ବଲାଙ୍ଗୀର, ଓଡିଶା ଜୈନ ପ୍ରାନ୍ତୀୟ ସ୍ବେତାମ୍ବର ତେରାପନ୍ଥ ସଭାର ସଭାପତି ଇଞ୍ଜିନିୟର ମନୋଜ ଜୈନଙ୍କ ନେତୃତ୍ବରେ ଶତାଧିକ ଶ୍ରାବକ ଶ୍ରାବୀକାର ଏକ ଟିମ ଅହମଦାବାଦ ସହରରେ ବିରାଜିତ ତେରାପନ୍ଥ ଧର୍ମ ସଂଘର ମହାତପସ୍ବୀ ଆଚାର୍ଯ୍ଯ ମହାଶ୍ରମଣଜୀଙ୍କ ଆର୍ଶିବାଦ ନେବା ସହ ଧର୍ମ ଆଲୋଚନା କରିଥିଲେ। ସେଠାରେ ଚାରି ଦିନ ଧରି ଜୈନ ଧର୍ମର ବିଭିନ୍ନ ସାଧୁ ସାଧବୀଙ୍କ ଆର୍ଶିବାଦ ନେବା ସହ ଅଞ୍ଚଳରେ ସୁଖ ଓ ଶାନ୍ତି ସବୁ ସମୟରେ ରହିବା ପାଇଁ ଆର୍ଶିବାଦ ଭିକ୍ଷା କରିଥିଲେ। ଗୁରୁ ଭଗବାନ ଆଚାର୍ଯ୍ଯ ମହାଶ୍ରମଣଜୀଙ୍କ କୃପାରୁ
Read More News
T & CPrivacy PolicyContact Us