This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ନର୍ସିଙ୍ଗଗୁଡା ରେ ଏକ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ବିଧାୟକ
Nabarangapur PS, Nabarangpur | Sep 12, 2025
ନର୍ସିଙ୍ଗଗୁଡା ରେ ଏକ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ବିଧାୟକ ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ପଞ୍ଚାୟତ ନରସିଙ୍ଗଗୁଡା ଗ୍ରାମର ସ୍ବର୍ଗତ ଥବିର ମାଝୀଙ୍କ ଭାଇ ସୁରତ ମାଝୀଙ୍କ ଦେହାନ୍ତ ଖବର ଶୁଣି ତାଙ୍କ ପରିବାର ନିକଟକୁ ପହଂଚିଥିଲେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ, ବିଧାୟକ ତାଙ୍କ ଶେଷ ଦର୍ଶନ କରି ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଏବଂ ଏହି ଦୁଖଃଦ ସମୟରେ ଭଗବାନ ପରିବାର ବର୍ଗଙ୍କୁ ସହାୟକ ହୁଅନ୍ତୁ ବୋଲି ସମବେଦନା ଜଣାଇଥିଲେ