This browser does not support the video element.
ଟିଟିଲାଗଡ: ଟିଟିଲାଗଡ଼ ବ୍ଲକ ବିଜେପୁର ପଞ୍ଚାୟତର ଚଣ୍ଡି ମନ୍ଦିର ପରିସରରେ ସୁଣ୍ଢି ସମାଜ ଦ୍ୱାରା ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ।
Titlagarh, Balangir | Sep 7, 2025
ଟିଟିଲାଗଡ଼ ବ୍ଲକ ବିଜେପୁର ପଞ୍ଚାୟତର ଚଣ୍ଡି ମନ୍ଦିର ପରିସରରେ ସୁଣ୍ଢି ସମାଜ ଦ୍ୱାରା ଆୟୋଜିତ ନୁଆଁଖାଇ ଭେଟଘାଟ ସଭାପତି ଶ୍ରୀ ଟିକେ ଲାଲ୍ ବେହେରାଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ, ସମ୍ମାନିତ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ପୃଥୱିରାଜ ବେହେରା, ପଶ୍ଚିମ ଓଡ଼ିଶାର ଜୋନ ସଭାପତି ଶ୍ରୀ ଉଦ୍ଧବ ବେହେରା। ଭୀମ ସ ଆଉ ପଦ୍ମା ହୋଟେଲର ମାଲିକ ଜିବେଶ୍ୱର୍ ବେହେରା, ଭାଗିରଥି ବେହେରା,ଗୌର ଧ୍ଵଜ ବେହେରା, ଅଶ୍ଵିନୀ ବେହେରା ଯୋଗ ଦେଇଥିଲେ।