This browser does not support the video element.
ବୌଦ୍ଧ ସଦର: କେନ୍ଦୁପାଲି ବିରାଜିତା ମଙ୍ଗଳା ଠାକୁରାଣୀଙ୍କ ବାର୍ଷିକ ପୂଜା ଉଦଯାପିତ, ଦେବୀଙ୍କ ନଗର ପରିକ୍ରମା
Baudh Sadar, Boudh (Bauda) | Oct 8, 2025
ବୁଧବାର ଅପରାନ୍ହରେ ବୌଦ୍ଧ ସହର ବୁଟୁପାଲି 17 ନଂ ୱାର୍ଡ କେନ୍ଦୁପାଲି ଠାରେ ଥିବା ଦେବୀ ମଙ୍ଗଳା ଠାକୁରାଣୀଙ୍କ ବାର୍ଷିକ ପୂଜା ଉଦଯାପିତ ହେବା ସହ ଦେବୀଙ୍କ ନଗର ପରିକ୍ରମl ଅନୁଷ୍ଠିତ ହୋଇ ଯାଇଛି l ପାରମ୍ପରିକ ରୀତିନୀତି ଅନୁଯାୟୀ ଆଜି ଦେବୀଙ୍କ ପୂଜାର୍ଚ୍ଚନା କରାଯିବା ପରେ ଅପରାନ୍ହରେ ଦେବୀଙ୍କ ଛତି ଛତ୍ର ଓ ଢୋଲ ମହୁରୀ ବାଜା ସହ ନଗର ପରିକ୍ରମl ଆରମ୍ଭ ହୋଇଥିଲା |