This browser does not support the video element.
ନୂଆପଡା: ବର୍ଷାକୁ ଦୃଷ୍ଟିରେ ରଖି ୪ ତାରିଖ ସକାଳ ୮ ଟା ୩୦ ପର୍ଯ୍ୟନ୍ତ ଜିଲ୍ଲାଲୁ ୟେଲୋ ୱର୍ନିଙ୍ଗ
Nuapada, Nuapada | Sep 3, 2025
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବର୍ଷା ପାଇଁ ୪ ତାରିଖ ସକାଳ ୮ ଟା ୩୦ ପର୍ଯ୍ୟନ୍ତ ଜିଲ୍ଲାଲୁ ୟେଲୋ ୱର୍ନିଙ୍ଗ କରାଯାଇଛି। ଏହି ସମୟ ମଧ୍ୟରେ ଜିଲ୍ଲାରେ ଘଡଘଡି, ବିଜୁଳି ସାଙ୍ଗକୁ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ଏହା ସହ ଘଂଟାପ୍ରତି ୩୦ ରୁ ୪ ୦ କିଲୋମିଟର ବେଗରେ ପବନ ମଧ୍ୟ ବହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଦିନ ଗୋଟାଏ ସମୟରେ ସୂଚନା ଦିଆଯାଇଛି।