This browser does not support the video element.
ସୁନ୍ଦରଗଡ ସହର: ବିଲେଇମୁଣ୍ଡା ଛକ ଠାରେ ବେଆଇନ ବାଣ ଦୋକାନରେ ପୋଲିସର ଚଢଉ, ବିପୁଳ ପରିମାଣର ବାଣ ଜବତ
Sundargarh Town, Sundargarh | Oct 29, 2024
ବିଲାଇମୁଣ୍ଡା ଛକ ଠାରେ ବେଆଇନ ବାଣ ଦୋକାନ ରେ ପୁଲିସ ର ଚଢାଉ ବିପୁଳ ପରିମାଣ ର ବାଣ ଜବତ... ଆଜି ଅପରାହ୍ନ 3 ଟା ସମୟରେ ହେମଗିର ଥାନା ଅନ୍ତର୍ଗତ ବିଲାଇମୁଣ୍ଡା ଛକ ଠାରେ ବେଆଇନ ବାଣ ଦୋକାନ ରେ ହେମଗିର ପୁଲିସ ଚଢାଉ କରିଥିବା ର ଜଣା ପଡ଼ିଚି, ଚଢାଉ ରେ ବିପୁଳ ପରିମାଣ ର ବାଣ ପୁଲିସ ଦ୍ଵାରା ଜବତ କରିବା ସହ ବାଣ ଦୋକାନ ର 3 ଜଣ ମାଲିକ ଉପରେ ପୁଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ର ଜଣା ପଡ଼ିଚି..