Download Now Banner

This browser does not support the video element.

ବୌଦ୍ଧ ସଦର: ଟାଉନ ହଲ ଠାରେ ନୁଆଁ ଖାଇ ଭେଟ ଘାଟ ଉଦଯାପିତ, ଯୋଗଦେଲେ ବିଧାୟକ

Baudh Sadar, Boudh (Bauda) | Sep 8, 2025
ରବିବାର ବିଳମ୍ବିତ ରାତିରେ ବୌଦ୍ଧ ଟାଉନ ହଲ ଠାରେ ଗେଲ୍ହା ମା କଳା ନିକେତନ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ନୁଆଁ ଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି l ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆୟୋଜକ ଏବଂ କଳାକାର ମାନଙ୍କୁ ଉତ୍ସlହିତ କରିଥିଲେ | ସମ୍ମାନୀତ ଅତିଥି ଭାବରେ ବୌଦ୍ଧ ଏନ ଏ ସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଓ ଅନ୍ୟ ମାନେ ଯୋଗ ଦେଇଥିଲେ |
Read More News
T & CPrivacy PolicyContact Us