Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଗେଲଟୁଆରେ ବିରଳ ମାଛ, କାନ୍ଥରେ ଚଢୁଛି ଓ ଭୂମିରେ ଚାଲୁଛି

Bhadrak Rural, Bhadrak | Aug 26, 2025
ଭଦ୍ରକ ଗେଲଟୁଆ ପଞ୍ଚାୟତ ବଗମରା କାଇସାହି କେନାଲ ରୁ ଜାଲରେ ଧରା ପଡିଛି ବିରଳ ମାଛ.ମାଛ ଧରିବା ପାଇଁ ଗତକାଲି ରାତିରେ କେନାଲ ରେ ଜାଲ ବସାଇ ଜୈନିକ ବ୍ୟକ୍ତି , ସକାଳୁ ଦେଖିଲା ବେଳକୁ ଏହି ବିରଳ ମାଛ ଟି ଜାଲରେ ପଡିଛି. ମାଛ ଟି କେତେବେଳେ କାନ୍ଥରେ ଚଢୁଛି ତ କେତେବେଳେ ଭୂମିରେ ଚାଲୁଛି, ତାହାକୁ ଦେଖିବାକୁ ଭିଡ ଜମିଛି, ଏହି ଖବର ଆଜି ଦିନ 10 ଘଟିକା ରେ ହସ୍ତଗତ ହୋଇଛି
Read More News
T & CPrivacy PolicyContact Us