Download Now Banner

This browser does not support the video element.

ଲାଞ୍ଜିଗଡ: ବିଲାଟି ପଦର ଛକରେ ହାଇଓ୍ବା ଚାପାରେ ନା ବାଳକ ମୃତ୍ୟୁ ଘଟଣା ବାର ଘଣ୍ଟା ପରେ ହେଲା ସମାଧାନ।

Lanjigarh, Kalahandi | Sep 10, 2025
ବିଶ୍ଵନାଥ ପୁର ପଟୁ ଲାଞ୍ଜିଗଡ ଅଭିମୁଖେ ଯାଉଥିବା ଏକ ବାଲି ବୋଝେଇ ହାଇଓ୍ବା ଚାପାରେ ଗତକାଲି ଦିବା ବାରଘଣ୍ଟା ସମୟରେ ରାୟଗଡ଼ା ଜିଲ୍ଲା ଡିମ୍ବିରି ଗୁଡା ପଞ୍ଚାୟତ ଅନ୍ତର୍ଗତ ନାଣି ଫୁଟି ଗ୍ରାମ ୧୨ ବର୍ଷିୟ ବୁଟି ମାଝୀର ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।ଏ‌ହାକୁ ନେଇ କ୍ଷତିପୁରଣ ଦାବିରେ ଗାଁ ଲୋକେ ରାସ୍ତା ଅବରୋଧ କରିଥିଲେ। ଲାଞ୍ଜିଗଡ଼ ଥାନା ଅଧିକାରୀ ଯଶବନ୍ତ ହିଆଲ ତାଙ୍କ ସଦଳ ବଳ ଓ ତହସିଲ ବନମାଳୀ ମେହେର ଅନେକ ବୁଝାସୁଝା ପରେ ମଧ୍ୟ ସମାଧାନ ହୋଇ ନଥିଲା।ପରେ ଗାଡ଼ି ମାଲିକ ଓ ମୃତକ ବୁଟି ମାଝୀ ର ମାଁ ଆସି ବା ପରେ ମଧ୍ୟ ରାତ୍ରି ରେ ଆପୋଷ ବୁଝାମଣା ହୋଇ ଥିବା ଜଣାପଡିଛି।
Read More News
T & CPrivacy PolicyContact Us