Install App
rabindranath0321
This browser does not support the video element.
ରାୟଗଡା: ଉପଧକ୍ଷା ସୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗ: ଏହାଏକ ଷଡ଼ଯନ୍ତ୍ର ମୁଁ ଜଣେ କାଉନସିଲର ମୋ ୱାର୍ଡ ଲୋକଙ୍କ ସେବା କରିବି ବୋଲି କହିଲେ
Rayagada, Rayagada | Sep 13, 2025
ରାୟଗଡ଼ା ରାଜନୀତି ଏବେ ସରଗରମ ହେବାରେ ଲାଗିଛି।ପୌର ପରିଷଦ ଉପଧକ୍ଷା ଙ୍କ ବିରୋଧ ରେ କାଉନଶିକାର ମାନେ ଆଣିଲେ ଅନାସ୍ଥା ଏହା ଶୁଣିବା ପରେ ସୁଭ୍ରା କହିଲେ ପ୍ରଥମେ ମୁଁ ଜଣେ କାଉନସିଲର,ପରେ ଭାଇସି ଚୈରମ୍ୟାନ ଏଥି ପାଇଁ କିଛି ମୋର ଦୁଃଖ ନାହିଁ ଲୋକ ଙ୍କ ସେବା କରିବି ବୋଲି ତାଙ୍କ ପ୍ରତିକ୍ରିୟାରେ କହିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!