Download Now Banner

This browser does not support the video element.

ବିଞ୍ଝାରପୁର: ବ୍ୟାସନଗରରେ ଲଗାଣ ବର୍ଷା,ବର୍ଷା ପାଣିରେ ବୁଡ଼ିଲା ଜିଲ୍ଲାର ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ପୀଠ,ପର୍ଯ୍ୟଟନ ସ୍ଥଳୀକୁ ଆସି ଯାତ୍ରୀ ଅସନ୍ତୋଷ

Binjharpur, Jajpur | Sep 4, 2025
ବ୍ୟାସନଗର ସହରରେ ଲଗାଣ ବର୍ଷା,ବର୍ଷା ପାଣିରେ ବୁଡ଼ିଲା ଜିଲ୍ଲାର ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ପୀଠ,ପର୍ଯ୍ୟଟନ ସ୍ଥଳୀକୁ ଆସି ଯାତ୍ରୀ ଅସନ୍ତୋଷ l ଗତ ଦୁଇଦିନ ହେବ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି l ଫଳରେ ବ୍ୟାସନଗର ସହରରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଇଛି l ସେପଟେ ଏହାର ପ୍ରଭାବ ବ୍ୟାସ ସରୋବର ପୀଠରେ ପଡିଛି l ବର୍ଷା ପାଣିରେ ସମ୍ପୂର୍ଣ୍ଣ ପୀଠ ବୁଡି ଯାଇଥିବା ଦେଖିବାକୁ ମିଳିଛି l ବିଶେଷ ଭାବରେ ପ୍ରଭୁ ରଘୁ୍ଜୀଙ୍କ ମନ୍ଦିର ଅଧାରୁ ଅଧିକ ବୁଡ଼ିଯାଇଥିବା ଦେଖିବାକୁ ମିଳିଛି l
Read More News
T & CPrivacy PolicyContact Us