Download Now Banner

This browser does not support the video element.

ସୋନପୁର: ସୁବଳୟା ଅଂଚଳର ବିଭିନ୍ନ ମଠ ମନ୍ଦିରରେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ଶ୍ରୀମଦ ଭାଗବତ ଜନ୍ମ ଅନୁଷ୍ଠିତ

Sonapur, Subarnapur (Sonepur) | Sep 7, 2025
ସଂସ୍କୃତି ଓ ପରମ୍ପରା ର ପୃଷ୍ଟ ଭୂମି ସୁବର୍ଣ୍ଣପୁର ଜିଲ୍ଲା ତାର ସଂସ୍କୃତି ଓ ପରମ୍ପରା ପାଇଁ ଓଡ଼ିଶାର ସାଂସ୍କୃତିକ ମାନଚିତ୍ରରେ ସଦା ସର୍ବଦା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାବେଳେ, ଏଠି 12 ମାସରେ ପାଳନ ହୁଏ 13 ପର୍ବ l ଆଜି ପବିତ୍ର ଭାଗବତ ଜନ୍ମ ହୋଇଥିବା ବେଳେ ଏହି କ୍ରମରେ ଜିଲ୍ଲାର ସୁବଳୟା ଅଂଚଳର ବିଭିନ୍ନ ମଠ ମନ୍ଦିରରେ ପବିତ୍ର ଭାଗବତ ଜନ୍ମ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ସନୁଷ୍ଠିତ ହୋଇଯାଇଛି l ଏହି କ୍ରମରେ ଆଜି ଅପରାହ୍ନ 12.30 ମିନିଟ ପର୍ଯ୍ୟନ୍ତ ସ୍ଥାନୀୟ ହନୁମାନ ମନ୍ଦିର ଏବଂ ରାଧାକୃଷ୍ଣ ମଠ ଓ ଟିକ୍ରା ପଡା ଜଗନ୍ନାଥ ମନ୍ଦିରରେ ସାମୁହିକ ଭାଗବତ ପଠନ
Read More News
T & CPrivacy PolicyContact Us