Download Now Banner

This browser does not support the video element.

ସୁନ୍ଦରଗଡ ସହର: ରାଉରକେଲା ହକି ଷ୍ଟାଡିୟମ ନିକଟରେ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ; ଅଳ୍ପକେ ବର୍ତ୍ତିଲେ ଚାଳକ

Sundargarh Town, Sundargarh | Mar 12, 2024
ସୋମବାର ରାଉରକେଲା ହକି ଷ୍ଟାଡିୟମ ନିକଟରେ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି କାର ଚାଳକ। ସୂଚନାନୁସାରେ ଆଜି ଏକ କାର ଦ୍ରୁତ ଗତିରେ ଆସି ରାଉରକେଲା ହକି ଷ୍ଟାଡିୟମଠାରେ ଭାରସାମ୍ୟ ହରାଇ ରାସ୍ତାର ଫୁଟପାଥରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ କାର ଚାଳକ ଜଣକ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us