Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ନକଲି ଶିକ୍ଷକ ଓ RI ଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ପାଇଁ ଭଦ୍ରକ ଜିଲ୍ଲାପାଳ ଙ୍କୁ ଭେଟିଲେ ସୂଚନାଧିକାର କର୍ମୀ ବିକାଶ ଧଳ

Bhadrak Rural, Bhadrak | Aug 30, 2025
ଭଦ୍ରକ ଜିଲ୍ଲାରେ ବିଭିନ୍ନ ବ୍ଲକ ରେ କିଛି ଶିକ୍ଷକ ସାଟିଫିକେଟ ଜାଲିଆତି ତଥ୍ୟ ସଂଗ୍ରହ କରିଛନ୍ତି ସୂଚନାଧିକାର କର୍ମୀ ବିକାଶ ଧଳ ସେହି ଭଳି ଭଦ୍ରକ ଜିଲ୍ଲା ରେ କିଛି ରାଜସ୍ବ ନିରୀକ୍ଷକ ମଧ୍ୟ ନକଲି ସାର୍ଟିଫିକେଟ ରେ ଚାକିରୀ କରିଥିବା ନେଇ ସୂଚନା ଅଧିକାର ବଳରେ ତଥ୍ୟ ସଂଗ୍ରହ କରିବା ପରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ କୌଣସି ସୁଫଳ ନମିଳିବାରୁ ଆଜି ଜିଲ୍ଲାପାଳ ଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି ସୂଚନାଧିକାର କର୍ମୀ,ଏହି ଖବର ଆଜି ଦିନ 1 ଘଟିକା ରେ ହସ୍ତଗତ ହୋଇଛି
Read More News
T & CPrivacy PolicyContact Us