This browser does not support the video element.
ପାଟଣାଗଡ: ସ୍ଥାନୀୟ କୃଷି କାର୍ଯ୍ୟଳୟ ର ସୈଦଯ୍ୟ କରଣ ର ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ
Patnagarh, Balangir | Sep 12, 2025
ସ୍ଥାନୀୟ କୃଷି କାର୍ଯ୍ୟ ଳୟର ସୈଦଯ୍ୟ କରଣ ଉଦଘାଟନ କାର୍ଯ୍ୟକ୍ରମ ଶୁକ୍ରବାର ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସ୍ଥାନୀୟ ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନସିଂ ଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରକଳ୍ପ ର ଶୁଭ ଉଦଘାଟନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଲୋକ ସଭା ସଂସଦ ଶ୍ରୀ ମତୀ ସଙ୍ଗୀତା କୁମାରୀ ସିଂ ଦେଓ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଙ୍କ ସହ ଜିଲ୍ଲା ପାଳ ଉପସ୍ଥିତ ରହିଥିଲେ ।