Download Now Banner

This browser does not support the video element.

ପାଟଣାଗଡ: ବେଲପଡା ଏନ ଏ ସି ଘୋଷଣା ନହେବାକୁ ନେଇ ଭାରତମାତା କ୍ଳବ ଆଗରେ ପ୍ରତିକ୍ରିୟା ରଖିଛନ୍ତି କୋଶଳ ରାଜ୍ୟ ସମର୍ଥକ

Patnagarh, Balangir | Sep 3, 2025
ରାଜ୍ୟ ସରକାର ବଲାଙ୍ଗୀର ଜିଲ୍ଲାର ବେଲପଡା କୁ ଏନ ଏ ସି ଘୋଷଣା କରି ନ ଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି ଏହାକୁ ନେଇ ବୁଧବାର ରାତିରେ ସ୍ଥାନୀୟ କଲେଜ ଛକ ରେ ଥିବା ଭାରତ ମାତା କ୍ଳବ ଆଗରେ ପ୍ରତିକ୍ରିୟା ରଖିଛନ୍ତି କୋଶଳ ରାଏଜ ମୁକ୍ତି ମୋର୍ଚ୍ଚା ର ଜଗନ ମେହେର
Read More News
T & CPrivacy PolicyContact Us