Download Now Banner

This browser does not support the video element.

ଯାଜପୁର: ବଡ଼ଚଣା ଥାନା ଅଧିକରୀଙ୍କ ବଦଳି ପ୍ରତିବାଦରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର

Jajapur, Jajpur | Sep 10, 2025
ବଡ଼ଚଣା ଥାନା ଅଧିକରୀଙ୍କ ବଦଳି ପ୍ରତିବାବଡ଼ଚଣା ଥାନା ଅଧିକରୀଙ୍କ ବଦଳି ପ୍ରତିବାଦରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର l ସୂଚନା ଅନୁଯାଇ ବଡ଼ଚଣା ଥାନା ଅଧିକାରୀ ମଧୁସ୍ମିତା ବେହେରାଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି l ଯାହାର ପ୍ରତିବାଦରେ ଆଜି ଅନ୍ତ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ବଜରଙ୍ଗ ଦଳର କାର୍ଯ୍ୟକର୍ତା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ଦେଇଛନ୍ତି l ବଡ଼ଚଣା ଥାନାରେ ଦାୟିତ୍ୱ ନେବାପାରେ ବେଆଇନ ଗୋ ଚାଲାଣ ଓ ଗୋ ତସ୍କରୀଙ୍କୁ ଦୃଢ ଦମନ କରୁଥିବା ବେଳେ କେଉଁ କାରଣରୁ ତାଙ୍କର ବଦଳି କରା
Read More News
T & CPrivacy PolicyContact Us