Download Now Banner

This browser does not support the video element.

ଝାରସୁଗୁଡା: ସରବାହାଲ ରେ ସ୍କୁଟି ଚୋରୀ କରି ଫେରାର ହେଲେ ଯୁବକ

Jharsuguda, Jharsuguda | Aug 24, 2025
ଝାରସୁଗୁଡା ଜିଲ୍ଲା ସରବାହାଲ ରେ ସ୍କୁଟି ଚୋରୀ କରି ଫେରାର ହେଲେ ଯୁବକ l ସିସି ଟିଭିରେ କଏଦ ହେଲା ଚୋରୀ କରି ଫେରାର ହେଉଥିବା ଦୃଶ୍ୟ l ଏହି ସିସି ଟିଭି ଫୁଟେଜ ଟି ଆଜି ରବିବାର ପୂର୍ବାହ୍ନ ୧୧ ଟା ରୁ ବିଭିନ୍ନ ସାମାଜିକ ଗଣମାଧ୍ୟମ ରେ ବେଶ ଭାଇରଲ ହେଉଛି l ଯୁବକ ଜଣକ ଅତିଆରମ ରେ କିଛି ସମୟ ଘର ବାହାରେ ଛିଡା ହେବା ସହ କିଛି ସମୟ ପରେ ଏକ ଘର ଭିତରକୁ ପଶି ସ୍କୁଟି ନେଇ ଫେରାର ହେଉଛଥିବା ସିସି ଟିଭି ଫୁଟେଜ ରେ ଦେଖିବାକୁ ମିଳୁଛି l
Read More News
T & CPrivacy PolicyContact Us