This browser does not support the video element.
ପରଜଙ୍ଗ: ଜିଆଇଏ ଦାବିରେ ସାଆନ୍ଦା ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି
Parajang, Dhenkanal | Aug 25, 2025
ଜିଆଇଏ ଦାବିରେ ସାଆନ୍ଦା ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ପରଜଙ୍ଗ ବ୍ଲକ ସାଆନ୍ଦା ମହାବିଦ୍ୟାଳୟରେ ଜିଆଇଏ ଅନୁଦାନ ଦାବିରେ ଧାରଣାରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତିି ପାଇଥିବା ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ। ଅନିର୍ଦ୍ଧିଷ୍ଟ କାଳପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନର ଚେତାବନି ଦେଇଛି ସଂଘ। ରାଜ୍ୟ ସଂଘ ଡାକରାରେ ଗତ ସରକାରରେ ୪୯୬ ଦିନ ଧାରଣାରେ ବସି ବିଫଳ ହୋଇଥିବା ବେଳେ ଏହି ସରକାରରେ ଦାବି ପୁରଣ ହେବ ବୋଲି ସେମାନେ ଆଶାବାଦି ଅଛନ୍ତି। ସମାନ କାମକୁ ସମାନ ଦରମା ପାଇବା ପାଇଁ ମଧ୍ୟ ଦାବି କରିଛନ୍ତି। ତେବେ ନିଜର ନାର୍ଯ୍ୟ ଦ