This browser does not support the video element.
ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ରଥ ଯାତ୍ରା ପାଇଁ ଆସିଥିବା ମିନା ବଜାର ରୁ ଶିଶୁ ଶ୍ରମିକ ଉଦ୍ଧାର କଲା ପ୍ରଶାସନ
Paralakhemundi, Gajapati | Jul 18, 2024
ପାରଳାଖେମୁଣ୍ଡି ରଥଯାତ୍ରା ରେ ପିଲାଙ୍କ ଖେଳ ପାଇଁ ଆସିଥିବା ବୋଟରେ ଏକ ବେବସାୟୀ ଗୋଟିଏ 12 ବର୍ଷ ବାଳକକୁ କାର୍ଯ୍ୟରେ ନିୟୋଜିତ କରିଥିଲେ ସେ ପିଲାଟି ବହୁତ ସମୟ ପାଣିରେ ରହି ପିଲାମାନଙ୍କୁ ଖେଳିବାରେ ସହଯୋଗ କରୁ ଥିଲେ ସେଥିପାଇଁ ପିଲାଟିକୁ ବ୍ୟବସାୟୀ ଜଣକ କିଛି ପଇସା ଦେଉଥିଲେ | ପ୍ରାଥମିକ ତଦନ୍ତରୁ ଜଣାଗଲା ଯେ ପିଲାଟିର ବାପା ମରିଯାଇଛନ୍ତି. ପିଲା ହେଉଛି ଖୋର୍ଦ୍ଧା ଜିଲ୍ଲାର ବୋଲି ଜିଲ୍ଲା ପ୍ରଶାସନ ଗୁରୁବାର 11ଟା ରେ ସୂଚନା ଦେଇଛନ୍ତି