Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ପୌର ଅଧକ୍ଷା ଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ତ ହେଲେ ଉମରକୋଟ ପୌର ପରିଷଦ ର14 ୱାର୍ଡ ସଭ୍ୟ

Nabarangapur PS, Nabarangpur | Aug 26, 2025
ପୌର ଅଧକ୍ଷା ଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ତ ହେଲେ ଉମରକୋଟ ପୌର ପରିଷଦ ର 14 ସଭ୍ୟ ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ଅଧ୍ୟକ୍ଷା ରାଧା ଭତ୍ରା ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ଉମରକୋଟ ପୌର ପରିଷଦ ର ୧୪ ଜଣ ୱାର୍ଡ ସଭ୍ୟ । ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଦେଲେ ୧୪ କାଉନସିଲର । ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଶିଥିଳତା, ୱାର୍ଡ ସଭ୍ୟ ମାନଙ୍କୁ ଅଣଦେଖା ଆଦି ଅଭିଯୋଗ ଆଣି ଏଇ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି
Read More News
T & CPrivacy PolicyContact Us