This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ସୁନ୍ଦରପଦା କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣିଲେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ
Bhubaneswar M Corp, Khordha | Sep 12, 2025
ଶୁକ୍ରବାର ବିଭିନ୍ନ ଅଞ୍ଚଳରୁ ସାମୁହିକ ଏବଂ ବ୍ୟକ୍ତିଗତ ସମସ୍ୟା ନେଇ ଆସିଥିବା ଜନ ସାଧାରଣଙ୍କ ଅଭିଯୋଗ ଓ ସମସ୍ୟାଗୁଡିକୁ ଶୁଣିଲେ ଏକାମ୍ର ବିଧାୟକ ବାବୁ ସିଂ । ସେ କହିଛନ୍ତି ସାଧାରଣ ଜନତାଙ୍କର ସମସ୍ୟାକୁ ଗୁରୁତ୍ୱ ଦେଇ ଏହାର ତ୍ୱରିତ ସମାଧାନ ପାଇଁ ଆମ ସରକାର ସର୍ବଦା ତତ୍ପର।ଉଲ୍ଲେଖଯୋଗ୍ୟ ଯେ ନିୟମିତ ଭାବେ ସୁନ୍ଦରପଦା ସ୍ଥିତ କାର୍ଯ୍ୟାଳୟ ରେ ପ୍ରତି ସୋମବାର ଓ ବୁଧବାର ଏବଂ ଶୁକ୍ରବାର ଜନସାଧାରଣଙ୍କର ସାମୁହିକ ଏବଂ ବ୍ୟକ୍ତିଗତ ସମସ୍ୟା ସମାଧାନ ପାଇଁ ପ୍ରୟାସ କରାଯାଏ l