Download Now Banner

This browser does not support the video element.

କଟକ ପୌରାଞ୍ଚଳ: କଟକ ଚୌଦ୍ଵାର ମୁଣ୍ଡମାଳ ଛକ ଜାତୀୟ ରାଜପଥରୁ ଜଣଙ୍କ ମୃତଦେହ ଉଦ୍ଧାର

Cuttack M Corp PS, Cuttack | Aug 25, 2025
କଟକ ଜିଲ୍ଲା ଚୌଦ୍ୱାର ମୁଣ୍ଡମାଳ ଛକ ଜାତୀୟ ରାଜପଥ ଏନଏଚ-୫୫ ରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ସଠିକ୍ ପରିଚୟ ମିଳିପାରି ନାହିଁ। ସେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ସୂଚନା ଦେଇଛନ୍ତି। ସୋମବାର ସନ୍ଧ୍ୟା ୫.୩୦ ମିନିଟ ସମୟରେ ଏହି ମୃତଦେହ ଉଦ୍ଧାର କରାଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ମେଡିକାଲ ପଠେଇଛି।
Read More News
T & CPrivacy PolicyContact Us