This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ନିଲମ୍ୱିତ ହେଲେ ଖଡିଶୀଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜୟ ସିଂ ସର୍ଦ୍ଦାର
Bhadrak Rural, Bhadrak | Sep 11, 2025
ଭଣ୍ଡାରି ପୋଖରୀ ବ୍ଲକ ଖଡିଶିଙ୍ଗା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କୁ ନେଇ ଦେଖା ଦେଇଥିବା ବିବାଦର ଅନ୍ତ ଘଟିଛି। ଆଜକୁ ଚାରି ମାସରୁ ଉର୍ଦ୍ଧ୍ବ ହେବ ସ୍କୁଲରେ ଅନୁପସ୍ଥିତ ରହିବା,ପାଠପଢ଼ାରେ ବ୍ୟାଘାତ ଘଟିବା ଓ ସ୍କୁଲରେ କାର୍ଯ୍ୟରତ ଶିକ୍ଷକ ମାନେ ମନମୁଖୀ କାର୍ଯ୍ୟ କରିବା ଏଭଳି ବିଭିନ୍ନ ଅଭିଯୋଗକୁ ନେଇ ଅଭିଭାବକ ଓ କମିଟି ଅଭିଯୋଗ କରିଥିଲେ ଏନେଇ ତାଙ୍କୁ ନିଲମ୍ବିତ କରଯାଇଥିବା ଦେଖିବାକୁ ମିଳିଛି।