This browser does not support the video element.
ଅନୁଗୋଳ: ପଥରମୁଣ୍ଡା ଓସିସି କଲୋନୀରେ ଘରେ ପଶି ଚୋରି ଘଟଣା, ଅଭିଯୁକ୍ତ ଗିରଫ
Anugul, Angul | Oct 6, 2025
ଏନଟିପିସି ଥାନା ଅନ୍ତର୍ଗତ ପଥରମୁଣ୍ଡା ଓସିସି କଲୋନୀରେ ଘରେ ପଶି ଟଙ୍କା ଚୋରି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଖମାର ଥାନା କରଡାଖମଣ ଗ୍ରାମର ପପୁ ବିଶ୍ଵାଳ ବୋଲି ଜଣାପଡିଛି। ସୋମବାର ପପୁ ଙ୍କୁ ଗିରଫ କରି ପୋଲିସ କୋର୍ଟଚାଲାଣ କରିଥିବା ଜଣାଯାଇଛି।