Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଶ୍ରୀ ମନ୍ଦିର ସିଂହ ଦ୍ଵାର ରେ ଦଶ ଅବତାର ମୂର୍ତ୍ତି ସ୍ଥାପନ ଦାବି ରେ ହରେକୃଷ୍ଣ ପୁର ନିକଟରେ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ l

Puri M, Puri | Sep 4, 2025
ଶ୍ରୀ ମନ୍ଦିର ସିଂହ ଦ୍ଵାର ରେ ଦଶ ଅବତାର ମୂର୍ତ୍ତି ସ୍ଥାପନ ଲାଗି ଦାବି କରିଛି ଜଗନ୍ନାଥ ସେନା l ଦୀର୍ଘ ୧୩ ବର୍ଷ ହେବ ଶ୍ରୀ ମନ୍ଦିର ପ୍ରଶାସନ ର ଅବହେଳା କରୁଥିବାରୁ ଶ୍ରୀ ଜଗନ୍ନାଥ ମନ୍ଦିର ସିଂହଦ୍ଵାର ଦଶ ଅବତାର ମୁର୍ତ୍ତି ଲାଗି ପାରୁନାହିଁ l ଆଜି ଦିନ 12 ସମୟରେ ଜଗନ୍ନାଥ ସେନା ପକ୍ଷରୁ ହରେକୃଷ୍ଣ ପୁର ନିକଟରେ ବିକ୍ଷୋଭ ପଦର୍ଶନ କରାଯାଇଛି l
Read More News
T & CPrivacy PolicyContact Us