This browser does not support the video element.
ଟିଟିଲାଗଡ: ତୁଷୁରା ଅବକାରୀ ବିଭାଗ ପକ୍ଷରୁ କାର ସହିତ ୧୬ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ
Titlagarh, Balangir | Aug 23, 2025
ବଲାଙ୍ଗିର ରାସ୍ତାରେ ଚଢାଉ କରି ଗୋଟିଏ ଚାରିଚକିଆ ଗାଡିରୁ ୧୬ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣ କୁ ଗିରଫ କରିଛି ତୁଷୁରା ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତମାନେ ହେଲେ ବେଲପଡା ଥାନା କାନୁଟ ଗାଁ ର ରାଜିବ ମହାଲିଙ୍ଗ,ଓ ଗୋବର୍ଦ୍ଧନ ଧରୁଆ। ସୁଚନା ମୁତାବକ ତୁଷୁରା ଅବକାରୀ ବିଭାଗ କୁକୁରଖାଇ ବଲାଙ୍ଗୀର ରାସ୍ତା ରେ ପେଟ୍ରୋଲିଂ କରୁଥିଲା ଠିକ ଏହି ସମୟ ରେ ଛତିଶଗଡ଼ ନମ୍ବର ଥିବା ଏକ କାର ଦୃତ ଗତି ରେ ଆସୁଥିଲା ଅବକାରୀ ବିଭାଗ ଗାଡି କୁ କୁକୁରଖାଇ ନିକଟ ରେ ଅଟକାଇ ଯାଞ୍ଚ କରିଥିଲା ଯାଞ୍ଚ ବେଳେ ଗାଡି ରୁ ଏକ ବସ୍ତା ରେ ଗଞେଇ ଥିବା ଦେଖିବ