This browser does not support the video element.
କୋରାପୁଟ ସହର: ଚମ୍ପା ପଦର ଗ୍ରାମରେ ଗଣେଶ ପୁଜା ସମୟରେ ଗଣ୍ଡଗୋଳ ଉଗ୍ର ରୁପ ନେଉଥିବା ଯୋଗୁଁ କୋରାପୁଟ ଏସପିଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ
Koraput Town, Koraput | Sep 6, 2025
କୋରାପୁଟ ପୌର ପରିଷଦର ଚମ୍ପା ପଦର ଗ୍ରାମରେ ଗୋଷ୍ଠୀ ଗଣ୍ଡଗୋଳ ଉଗ୍ର ରୁପ ନେବାରେ ଲାଗିଛି। ଗଣେଷ ପୁଜା ସମୟରେ ସାମାନ୍ୟ ଘଟଣକୁ ନେଇ ଗ୍ରାମର ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ପରେ ଆପୋଷ ସମାଧାନ ହୋଇଥିଲେ ମଧ୍ୟ ଗଣ୍ଡଗୋଳ ବଢ଼ିବାରେ ଲାଗିଛି ଏନେଇ ସ୍ଥାନୀୟ ବିସିଂପୁର ଥାନାରେ ଅଭିଯୋଗ କଲେ ମଧ୍ୟ କୈାଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ଯାଉନଥିବା ଅଭିଯୋଗରେ ଶନିବାର ଦିନ ୩ଘଣ୍ଟା ସମୟରେ କୋରାପୁଟ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ତୁରନ୍ତ ଗ୍ରାମରେ ଶାନ୍ତି ଫେରାଇ ଆଣିବା ସହ ବିଶୃଙ୍ଖଳା କରୁଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି