Download Now Banner

This browser does not support the video element.

କେନ୍ଦୁଝର ସଦର: ଗତ ବିଳମ୍ବୀତ ରାତିରେ ହାତିମୁଣ୍ଡି ଗାଁ ରେ ଘର ଭାଙ୍ଗିଲେ ହାତୀ ପଲ

Kendujhar Sadar, Kendujhar | Jan 6, 2025
ଆଜି ୭ ଟାରେ ମିଳିଥିବା ସୂଚନା ଅନୁସାରେ ଗତ ବିଳମ୍ବିତ ରାତି ରେ ହାତୀ ପଲ ହାତୀମୁଣ୍ଡି ଗାଁ ରେ ପଶି ଘର ଭାଙ୍ଗିଥିବା ସୂଚନା ମିଳିଛି।ସୂଚନା ଅନୁସାରେ ଗତ ରାତି ରେ ହାତୀପଲ ପରୀକ୍ଷିତ ନାଏକ ଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇ ଦେଇଥିବା ସହ ଏଣେ ତେଣେ ବିଞ୍ଚି ନଷ୍ଟ କରିପକାଇଥିଲେ।ଘର ଭାଙ୍ଗିବା ବେଳେ ଡେଗିଚି,କଡ଼େଇ ଓ ଅନ୍ୟାନ୍ୟ ଅନେକ ଜିନିଷ ନଷ୍ଟ ହୋଇଥିବା ବେଳେ ଶବ୍ଦ ଶୁଣି ପରିକ୍ଷିତଙ୍କ ପରିବାର ବାହାରକୁ ଚାଲିଯାଇ ଜୀବନ ବଞ୍ଚାଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us