Download Now Banner

This browser does not support the video element.

ମୋହନା: ପୁଣି ଦାଦନଦୁଃଖ, ଦାଦନ ଖଟିବାକୁ ତାମିଲନାଡୁ ଯାଉଥିବା ବେଳେ ଟ୍ରେନ୍ ଦୁର୍ଘଟଣାରେ ତିଆମା ଗାଁ ର ଯୁବକ ମୃତ

Mohana, Gajapati | Sep 6, 2025
ପୁଣି ଦାଦନ ଦୁଃଖ, ଦାଦନ ଖଟିବାକୁ ତାମିଲନାଡୁ ଯାଉଥିବା ବେଳେ ଟ୍ରେନ୍ ଦୁର୍ଘଟଣାରେ ଯୁବକ ମୃତ।ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖର କରୁଣ ପରିଣତି, ବିଜୟନଗରମ ରେଳ ଧାରଣାରୁ ଓଡିଆ ଦାଦନ ଶ୍ରମିକର ମୃତ ଦେହ ଉଦ୍ଧାର କଲା ରେଳ ପୋଲିସ l ଗଜପତି ଜିଲ୍ଲା ମୋହନା ଥାନା ଟିଆମା ଗାଁରୁ ଆସିଛି ଏଭଳି ଅଭିଯୋଗ l ଯାହାକୁ ନେଇ ଆଜି ଦିନ ୧୨ ଘଣ୍ଟ ସମୟରେ ଦେଖିବାକୁ ମିଳିଥିଲା।
Read More News
T & CPrivacy PolicyContact Us